ଉଛାଡ଼ିବା Uchhāṟḍ̠bā
- ଦେ. କ୍ରି. (ସଂ. ଉତ୍କ୍ଷିପ୍ତ) — ଛିଞ୍ଚାଡ଼ିବା — To shake off
- ଦେ. କ୍ରି. (ସଂ. ଉତ୍କ୍ଷିପ୍ତ) — ଫୋପାଡ଼ିବା; ଫିଙ୍ଗିବା — To throw away
- ଦେ. କ୍ରି. (ସଂ. ଉତ୍କ୍ଷିପ୍ତ) — ବଳପୂର୍ବକ ଝିଙ୍କିବା — To pull with force
- ଦେ. କ୍ରି. (ସଂ. ଉତ୍କ୍ଷିପ୍ତ) — ଖେଳାଇବା; ବିଞ୍ଚି ଦେବା — To scatter; to strew
- ଦେ. କ୍ରି. (ସଂ. ଉତ୍କ୍ଷିପ୍ତ) — ବଳପୂର୍ବକ ଭାଙ୍ଗିବା — To break down with force