ଉଛାଳିବା Uchhāḻibā

  • ପ୍ରାଦେ. କଟକ କ୍ରି. (ସଂ. ଉଚ୍ଛଳିତ;) — କୂପାଦିକୁ ଉତ୍ତମରୂପେ ପରିଷ୍କାର କରିବା — To cleanse a well or tank
  • ପ୍ରାଦେ. କଟକ କ୍ରି. (ସଂ. ଉଚ୍ଛଳିତ;) — ବାନ୍ତି କରିବା — To vomit
  • ପ୍ରାଦେ. କଟକ କ୍ରି. (ସଂ. ଉଚ୍ଛଳିତ;) — ଗୃହ ଛିଦ୍ରମାନ ସାଧାରଣରେ ପ୍ରଘଟ କରିବା — To publish family secrets