ଉଛାଇବା Uchhāibā

  • ଦେ. କ୍ରି — ଶଯ୍ୟା ବିଛାଇବା (ଗୋପୀନାଥ ନନ୍ଦ।) — To spread (a mat or bedding)
  • ଦେ. କ୍ରି — ବଢ଼ିଯାଇଥିବା ଲତାଗୁଳ୍ମାଦିକୁ ସମତଳ କରି କାଟିବା ବା କାଟି ପରିଷ୍କାର କରିବା — To prune plants or over-grown branches; to lop