ଉଚ୍ଛ୍ରିତ Uchchhrita
- ସଂ. ବିଣ (ଉତ୍=ଊର୍ଦ୍ଧ୍ୱ+ଶ୍ରି=ସେବା କରିବା+କର୍ତ୍ତୃ. ତ) — ଉନ୍ନତ; ଉଚ୍ଚ — High; tall; prosperous
- ସଂ. ବିଣ (ଉତ୍=ଊର୍ଦ୍ଧ୍ୱ+ଶ୍ରି=ସେବା କରିବା+କର୍ତ୍ତୃ. ତ) — ଉତ୍ପନ୍ନ; ଜାତ — Grown; born
- ସଂ. ବିଣ (ଉତ୍=ଊର୍ଦ୍ଧ୍ୱ+ଶ୍ରି=ସେବା କରିବା+କର୍ତ୍ତୃ. ତ) — ଉତ୍ତୋଳିତ — Raised; lifted up
- ସଂ. ବିଣ (ଉତ୍=ଊର୍ଦ୍ଧ୍ୱ+ଶ୍ରି=ସେବା କରିବା+କର୍ତ୍ତୃ. ତ) — ପ୍ରବୃଦ୍ଧ; ଫୁଲିଯିବା — Puffed up; elated; swollen
- ସଂ. ବିଣ (ଉତ୍=ଊର୍ଦ୍ଧ୍ୱ+ଶ୍ରି=ସେବା କରିବା+କର୍ତ୍ତୃ. ତ) — ଦୃପ୍ତ — Arrogant; puffed up with pride
- ସଂ. ବିଣ (ଉତ୍=ଊର୍ଦ୍ଧ୍ୱ+ଶ୍ରି=ସେବା କରିବା+କର୍ତ୍ତୃ. ତ) — ଉଦିତ — Risen