ଉଚ୍ଛୃଙ୍ଖଳ Uchchhṛuṅkhaḻa
- ସଂ. ବିଣ. ପୁଂ (ବହୁବ୍ରୀହି; ଉତ୍=ନାହିଁ+ଶୃଙ୍ଖଳ=ଶିକୁଳି; ଯାହାର) — — 1 । ଯାହାର ବାଡ଼ବତା ନାହିଁ — 1 ଯାହାର ବାଡ଼ବତା ନାହିଁ
- ସଂ. ବିଣ. ପୁଂ (ବହୁବ୍ରୀହି; ଉତ୍=ନାହିଁ+ଶୃଙ୍ଖଳ=ଶିକୁଳି; ଯାହାର) — ବିଶୃଙ୍ଖଳ; ଅନିୟନ୍ତ୍ରିତ; ଅସଂଯତ; ଅବାଧ୍ୟ, ସ୍ୱେଚ୍ଛାଚାରୀ; ଯେ ନିୟମାଧୀନ ନୁହେଁ — Irregular; lawless; unrestrained
- ସଂ. ବିଣ. ପୁଂ (ବହୁବ୍ରୀହି; ଉତ୍=ନାହିଁ+ଶୃଙ୍ଖଳ=ଶିକୁଳି; ଯାହାର) — ଇନ୍ଦ୍ରିୟପରାୟଣ — Giving free scope to one's passions