ଉଚ୍ଛୂନ Uchchhūna

  • ସଂ. ବିଣ. (ଉତ୍= ଉପରକୁ+ଶ୍ୱି ଧାତୁ=ବୃଦ୍ଧି ପାଇବା+ କର୍ତ୍ତୃ. ତ) — — 1 । ସ୍ପୀତ; ଫୁଲିଥିବା — 1 ସ୍ପୀତ; ଫୁଲିଥିବା
  • ସଂ. ବିଣ. (ଉତ୍= ଉପରକୁ+ଶ୍ୱି ଧାତୁ=ବୃଦ୍ଧି ପାଇବା+ କର୍ତ୍ତୃ. ତ) — ଉନ୍ନତ — High
  • ସଂ. ବିଣ. (ଉତ୍= ଉପରକୁ+ଶ୍ୱି ଧାତୁ=ବୃଦ୍ଧି ପାଇବା+ କର୍ତ୍ତୃ. ତ) — ଉଚ୍ଛ୍ୱସିତ — Scething; brimming