ଉଚ୍ଛୁଳ Uchchhuḻa

  • ଦେ. ପଦ୍ୟ. ବିଣ. — ଉଛୁଳୁଥିବା
  • ଦେ. ପଦ୍ୟ. ବିଣ. — ବାଦ୍ୟ ନାଦ ଶବଦେ ସିନ୍ଧୁ ଯେ ଉଚ୍ଛୁଳେ। —ପ୍ରତାପ, ଶଶିଶେଣା।