ଉଚ୍ଛୀର୍ଷକ Uchchhīrshaka

  • ସଂ. ବି. (ବହୁବ୍ରୀହି; ଉତ୍=ଉପରେ+ଶୀର୍ଷ=ମସ୍ତକ+ କ) — — 1 । ମାଣ୍ଡି; ତକିଆ — 1 ମାଣ୍ଡି; ତକିଆ—<1. Pillow
  • ସଂ. ବି. (ବହୁବ୍ରୀହି; ଉତ୍=ଉପରେ+ଶୀର୍ଷ=ମସ୍ତକ+ କ) — ଶିରଃପ୍ରଦେଶ — The head
  • ସଂ. ବି. (ବହୁବ୍ରୀହି; ଉତ୍=ଉପରେ+ଶୀର୍ଷ=ମସ୍ତକ+ କ) — ବିଣ—ଉନ୍ନତମସ୍ତକ—