ଉଚ୍ଛିଷ୍ଟହାତ Uchchhishṭahāta

  • ଦେ. ବିଣ — ଖାଇସାରିହାତ ଧୋଇ ନ ଥିବା; ଅଇଁଠା—ହାତ
  • ଦେ. ବିଣ — ପ୍ରମାଣ ମୁଁ ଉଚ୍ଛିଷ୍ଟ ହାତ ହୋଇ ଥିଲି, ଠିଆରେ ଆଚମନ କରିଣ ଆସିଲି। —କୃଷ୍ଣସିଂହ ମହାଭାରତ, ଆଦି।