ଉଚ୍ଛିଷ୍ଟଭୋଜୀ Uchchhishṭabhojī

  • ସଂ. ବିଣ. ପୁଂ. (ଉଚ୍ଛିଷ୍ଟ=ଅଇଁଠା+ଭୁଜ୍ ଧାତୁ=ଖାଇବା +କର୍ତ୍ତୃ. ଇନ୍; 1 ମା. 1 ବ.) — — 1 । ଅଇଁଠାଖିଆ; ଅଇଁଠାଚଟା — 1 ଅଇଁଠାଖିଆ; ଅଇଁଠାଚଟା
  • ସଂ. ବିଣ. ପୁଂ. (ଉଚ୍ଛିଷ୍ଟ=ଅଇଁଠା+ଭୁଜ୍ ଧାତୁ=ଖାଇବା +କର୍ତ୍ତୃ. ଇନ୍; 1 ମା. 1 ବ.) — ନୀଚ; ପରାନ୍ନଭୋଜୀ; ପରୋପଜୀବୀ — Mean; hanger-on; toaday