ଉଚ୍ଛିତ୍ତି Uchchhitti
- ସଂ. ବି. (ଉତ୍=ସମ୍ୟକ୍+ଛିଦ୍ ଧାତୁ=ଛେଦନ କରିବା+ ଭାବ. ତି) — — 1 । ଉଚ୍ଛେଦ — 1 ଉଚ୍ଛେଦ
- ସଂ. ବି. (ଉତ୍=ସମ୍ୟକ୍+ଛିଦ୍ ଧାତୁ=ଛେଦନ କରିବା+ ଭାବ. ତି) — ସମୂଳେ ଉତ୍ପାଟନ — Annihilation
- ସଂ. ବି. (ଉତ୍=ସମ୍ୟକ୍+ଛିଦ୍ ଧାତୁ=ଛେଦନ କରିବା+ ଭାବ. ତି) — ବିନାଶ — Utter destruction; extinction