ଉଚ୍ଛାସ୍ତ୍ର Uchchhāstra

  • ସଂ. ବିଣ. (ଉତ୍=ବିରୁଦ୍ଧ+ଶାସ୍ତ୍ର) — ଶାସ୍ତ୍ରବିରୁଦ୍ଧ — Unscriptural
  • ସଂ. ବିଣ. (ଉତ୍=ବିରୁଦ୍ଧ+ଶାସ୍ତ୍ର) — ଅଶାସ୍ତ୍ରୀୟ — Against the ṡāstras or precepts; violating or transcending ṡāstric rules
  • ସଂ. ବିଣ. (ଉତ୍=ବିରୁଦ୍ଧ+ଶାସ୍ତ୍ର) — 3 . ବେଆଇନ୍ — 3. ବେଆଇନ୍—-3. Illegal