ଉଚ୍ଛଳିତ Uchchhaḻita

  • ସଂ. ବିଣ. (ଉତ୍=ଉପରକୁ+ଶଳ ଧାତୁ=ଗମନ କରିବା +କର୍ତ୍ତୃ. ତ) — — 1 । ଉଦ୍ବେଳିତ — 1 ଉଦ୍ବେଳିତ—1. Billowy
  • ସଂ. ବିଣ. (ଉତ୍=ଉପରକୁ+ଶଳ ଧାତୁ=ଗମନ କରିବା +କର୍ତ୍ତୃ. ତ) — ଉଦ୍ଗତ; ଉତ୍ଥିତ; ଉତ୍କ୍ଷିପ୍ତ — Thrown up
  • ସଂ. ବିଣ. (ଉତ୍=ଉପରକୁ+ଶଳ ଧାତୁ=ଗମନ କରିବା +କର୍ତ୍ତୃ. ତ) — ଉଛୁଳୁଥିବା; ଫୁଲୁଥିବା — Over-flowing; swelling