ଉଚ୍ଛନ୍ନ ଲଗାଇବା Uchchhanna lagāibā

  • ଦେ. କ୍ରି — ଅତି ବ୍ୟସ୍ତ ଭାବରେ ଅଳି କରିବା — To importune
  • ଦେ. କ୍ରି — ଅତ୍ୟନ୍ତ ଚଞ୍ଚଳ କରାଇବା — To press one to make haste; to urge on