ଉଚ୍ଚୈଃଶ୍ରବଣ Uchchai̱ḥṡrabaṇa

  • ଦେ. ବି (ସଂ. ଉଚ୍ଚୈଃଶ୍ରବା) — ଇନ୍ଦ୍ରଙ୍କର ଘୋଡ଼ା
  • ଦେ. ବି (ସଂ. ଉଚ୍ଚୈଃଶ୍ରବା) — କଟାକ୍ଷ ଉଚ୍ଚୈଃଶ୍ରବଣ. ଅଧର ଓଷ୍ଠ ଅରଣ. ନଖଶ୍ରେଣୀ ତାରାଗଣ ପ୍ରାୟେ। —ଦୀନକୃଷ୍ଣ, ରସକଲ୍ଲୋଳ।