ଉଚ୍ଚାରିବା Uchchāribā

  • ଦେ. ପଦ୍ୟ . କ୍ରି (ସଂ.ଉଚ୍ଚାରଣ) — ଉଚ୍ଚାରଣ କରିବା — To utter
  • ଦେ. ପଦ୍ୟ . କ୍ରି (ସଂ.ଉଚ୍ଚାରଣ) — ତୁମ୍ଭ ମହିମା କି ମୁଁ ପାରିବି ଉଚ୍ଚାରି। —କୃଷ୍ଣସିଂହ ମହାଭାରତ, ସଭା।
  • ଦେ. ପଦ୍ୟ . କ୍ରି (ସଂ.ଉଚ୍ଚାରଣ) — କହିବା — To speak
  • ଦେ. ପଦ୍ୟ . କ୍ରି (ସଂ.ଉଚ୍ଚାରଣ) — ନିରେଖି ଉଚ୍ଚାରୁ ଥରେ ଆହା —କବିସୂର୍ଯ୍ୟ, କିଶୋରିଚମ୍ପୁ ଓ. ଗୀତ।