ଉଚ୍ଚାରିତ Uchchāritā

  • ସଂ. ବିଣ. (ଉତ୍+ଚାରି ଧାତୁ=ତ୍ୟାଗ କରିବା+କର୍ମ.ତ) — କଥିତ — Said; spoken
  • ସଂ. ବିଣ. (ଉତ୍+ଚାରି ଧାତୁ=ତ୍ୟାଗ କରିବା+କର୍ମ.ତ) — ବର୍ଣ୍ଣିତ — Pronounced; spelt
  • ସଂ. ବିଣ. (ଉତ୍+ଚାରି ଧାତୁ=ତ୍ୟାଗ କରିବା+କର୍ମ.ତ) — ଶବ୍ଦିତ — Uttered