ଉଚ୍ଚାରଣ ସ୍ଥାନ Uchchāraṇas thāna

  • ସଂ. ବି — ମନୁଷ୍ୟଶରୀରର ଯେଉଁ ସ୍ଥାନରୁ କୌଣସି ଧ୍ୱନି ବା ଅକ୍ଷର ଉଚ୍ଚାରିତ ହୁଏ