ଉଚ୍ଚାରଣ କରିବା Uchchāraṇa karibā

  • ଦେ. କ୍ରି — ବର୍ଣ୍ଣନ କରିବା; କହିବା — To speak; to pronounce
  • ଦେ. କ୍ରି — ବନାନ କରିବା — To spell a word or a sound
  • ଦେ. କ୍ରି — ଶବ୍ଦ କରିବା — To utter a letter or a sound