ଉଚ୍ଚାବଚ Uchchābacha
- ସଂ. ବିଣ. (ଉଦକ୍=ଉଦ୍ଗତ+ଅବାଚ୍=ଅବନତ; ନିପାତନ ସିଦ୍ଧ) — — 1 । ନିମ୍ନୋନ୍ନତ; ଉଚ୍ଚନୀଚ — 1 ନିମ୍ନୋନ୍ନତ; ଉଚ୍ଚନୀଚ—1. Uneven
- ସଂ. ବିଣ. (ଉଦକ୍=ଉଦ୍ଗତ+ଅବାଚ୍=ଅବନତ; ନିପାତନ ସିଦ୍ଧ) — ଅସମତଳ; ବନ୍ଧୁର — Undulating; rough
- ସଂ. ବିଣ. (ଉଦକ୍=ଉଦ୍ଗତ+ଅବାଚ୍=ଅବନତ; ନିପାତନ ସିଦ୍ଧ) — ଗୁବା ଉଚ୍ଚାବଚ ଢାଲ ଦୋଳଇ ଚରଁମେ। —ରାଧାନାଥ, ମହାଯାତ୍ରା।
- ସଂ. ବିଣ. (ଉଦକ୍=ଉଦ୍ଗତ+ଅବାଚ୍=ଅବନତ; ନିପାତନ ସିଦ୍ଧ) — ଅଶେଷ; ବିବିଧ; ନାନାପ୍ରକାରର — Various (including every thing high and low)