ଉଚ୍ଚାଟ Uchchāṭa

  • ସଂ. ବି. (ଉତ୍=ଉପର+ଚଟ ଧାତୁ=ଭେଦ କରିବା+ ଭାବ. ଅ; କିମ୍ବା ଉଚ୍ଚ+ଅଟ ଧାତୁ=ଯିବା+ଭାବ.ଅ) — — 1 । ମାନସିକ ଚଞ୍ଚଳତା; ମାନସିକ ଅସ୍ଥିରତା — 1 ମାନସିକ ଚଞ୍ଚଳତା; ମାନସିକ ଅସ୍ଥିରତା
  • ସଂ. ବି. (ଉତ୍=ଉପର+ଚଟ ଧାତୁ=ଭେଦ କରିବା+ ଭାବ. ଅ; କିମ୍ବା ଉଚ୍ଚ+ଅଟ ଧାତୁ=ଯିବା+ଭାବ.ଅ) — ବୈମନସ୍ୟ — Disquietude
  • ସଂ. ବି. (ଉତ୍=ଉପର+ଚଟ ଧାତୁ=ଭେଦ କରିବା+ ଭାବ. ଅ; କିମ୍ବା ଉଚ୍ଚ+ଅଟ ଧାତୁ=ଯିବା+ଭାବ.ଅ) — ଉଦ୍ବେଗ; ଉତ୍କଣ୍ଠା — Anxiety
  • ସଂ. ବି. (ଉତ୍=ଉପର+ଚଟ ଧାତୁ=ଭେଦ କରିବା+ ଭାବ. ଅ; କିମ୍ବା ଉଚ୍ଚ+ଅଟ ଧାତୁ=ଯିବା+ଭାବ.ଅ) — ବିଣ—କ୍ଷିପ୍ତପ୍ରାୟ—
  • ସଂ. ବି. (ଉତ୍=ଉପର+ଚଟ ଧାତୁ=ଭେଦ କରିବା+ ଭାବ. ଅ; କିମ୍ବା ଉଚ୍ଚ+ଅଟ ଧାତୁ=ଯିବା+ଭାବ.ଅ) — କି ମନ୍ତ୍ରେ କରାଇ ମନ ଉଚ୍ଚାଟ। —କବିସୂର୍ଯ୍ୟ, କବିତା।
  • ସଂ. ବି. (ଉତ୍=ଉପର+ଚଟ ଧାତୁ=ଭେଦ କରିବା+ ଭାବ. ଅ; କିମ୍ବା ଉଚ୍ଚ+ଅଟ ଧାତୁ=ଯିବା+ଭାବ.ଅ) — ବାତୁଳପ୍ରାୟ; ବାଉଳା — Half mad
  • ସଂ. ବି. (ଉତ୍=ଉପର+ଚଟ ଧାତୁ=ଭେଦ କରିବା+ ଭାବ. ଅ; କିମ୍ବା ଉଚ୍ଚ+ଅଟ ଧାତୁ=ଯିବା+ଭାବ.ଅ) — ଦୁର୍ବୁଦ୍ଧି ପଣରେ ମୁଁ ହୋଇଛି ଉଚ୍ଚାଟ। —କୃଷ୍ଣସିଂହ ମହାଭାରତ, ବନ।
  • ସଂ. ବି. (ଉତ୍=ଉପର+ଚଟ ଧାତୁ=ଭେଦ କରିବା+ ଭାବ. ଅ; କିମ୍ବା ଉଚ୍ଚ+ଅଟ ଧାତୁ=ଯିବା+ଭାବ.ଅ) — ଉତ୍ତେଜନା ପୂର୍ଣ୍ଣ — Exciting
  • ସଂ. ବି. (ଉତ୍=ଉପର+ଚଟ ଧାତୁ=ଭେଦ କରିବା+ ଭାବ. ଅ; କିମ୍ବା ଉଚ୍ଚ+ଅଟ ଧାତୁ=ଯିବା+ଭାବ.ଅ) — ମରମ ଉଚ୍ଚାଟ ବଚନ, ଶୁଣି ହୋଇଲା ହତଜ୍ଞାନ। —ଜଗନ୍ନାଥ, ଭାଗବତ ।
  • ସଂ. ବି. (ଉତ୍=ଉପର+ଚଟ ଧାତୁ=ଭେଦ କରିବା+ ଭାବ. ଅ; କିମ୍ବା ଉଚ୍ଚ+ଅଟ ଧାତୁ=ଯିବା+ଭାବ.ଅ) — ଉତ୍ତେଜିତ — Instigated
  • ସଂ. ବି. (ଉତ୍=ଉପର+ଚଟ ଧାତୁ=ଭେଦ କରିବା+ ଭାବ. ଅ; କିମ୍ବା ଉଚ୍ଚ+ଅଟ ଧାତୁ=ଯିବା+ଭାବ.ଅ) — କଂସକୁ କରାଇ ଉଚ୍ଚାଟ, ନାରଦ ଗଲେ ଶୁନ୍ୟ ବାଟ। —ଜଗନ୍ନାଥ, ଭାଗବତ।
  • ସଂ. ବି. (ଉତ୍=ଉପର+ଚଟ ଧାତୁ=ଭେଦ କରିବା+ ଭାବ. ଅ; କିମ୍ବା ଉଚ୍ଚ+ଅଟ ଧାତୁ=ଯିବା+ଭାବ.ଅ) — ଉନ୍ମତ୍ତ — Maddened