ଉଚ୍ଚାଟପାଣି Uchchāṭapāṇi

  • ଦେ. ବି. — କୌଣସି ବ୍ୟକ୍ତିର ମନରେ ଚଞ୍ଚଳତା ବା ବାତୁଳତା ଆଣିବା ଉଦ୍ଦେଶ୍ୟରେ ଅଭିମନ୍ତ୍ରିତ ହେବା ଜଳ—
  • ଦେ. ବି. — ଧନ୍ୟ ସେ ଗୋପ ତରୁଣୀ; ଏତେ ସରି କଲା ତାଙ୍କ ଉଚ୍ଚାଟପାଣି। —ପ୍ରାଚୀ, , ରହସ୍ୟମଞ୍ଜରୀ।