ଉଚ୍ଚାଟନ Uchchāṭana
- ସଂ. ବି. (ଉତ୍+ଅଟନ=ଗମନ କିମ୍ବା ଉତ୍=ଉପରକୁ+ଚଟ ଧାତୁ; ଣିଜନ୍ତ ଚଟି ଧାତୁ=ଭେଦ କରିବା+ଭାବ. ଅନ) — 1 । ବୈମନସ୍ୟ; ମାନସିକ ଦୁଃଖ — 1 ବୈମନସ୍ୟ; ମାନସିକ ଦୁଃଖ
- ସଂ. ବି. (ଉତ୍+ଅଟନ=ଗମନ କିମ୍ବା ଉତ୍=ଉପରକୁ+ଚଟ ଧାତୁ; ଣିଜନ୍ତ ଚଟି ଧାତୁ=ଭେଦ କରିବା+ଭାବ. ଅନ) ଉଦ୍ବେଗ; ଉତ୍କଣ୍ଠା — Anxiety; agitation; perturbance
- ସଂ. ବି. (ଉତ୍+ଅଟନ=ଗମନ କିମ୍ବା ଉତ୍=ଉପରକୁ+ଚଟ ଧାତୁ; ଣିଜନ୍ତ ଚଟି ଧାତୁ=ଭେଦ କରିବା+ଭାବ. ଅନ) ମନର ବ୍ୟାକୁଳତା — Mental disturbance
- ସଂ. ବି. (ଉତ୍+ଅଟନ=ଗମନ କିମ୍ବା ଉତ୍=ଉପରକୁ+ଚଟ ଧାତୁ; ଣିଜନ୍ତ ଚଟି ଧାତୁ=ଭେଦ କରିବା+ଭାବ. ଅନ) ମନର ବାଉଳା ବା ବାତୁଳତା — Mental abberation; madness
- ସଂ. ବି. (ଉତ୍+ଅଟନ=ଗମନ କିମ୍ବା ଉତ୍=ଉପରକୁ+ଚଟ ଧାତୁ; ଣିଜନ୍ତ ଚଟି ଧାତୁ=ଭେଦ କରିବା+ଭାବ. ଅନ) ଅନ୍ୟ ବ୍ୟକ୍ତିର ମନରେ ବ୍ୟାକୁଳତା ଜନ୍ମାଇବା ଉଦ୍ଦେଶ୍ୟରେ ତନ୍ତ୍ରୋକ୍ତ ଅନୁଷ୍ଠାନ ବା ପ୍ରୟୋଗବିଶେଷ; ଏକ ପ୍ରକାର ଅଭିଚାର କର୍ମ — A secret rite or charm performed according to the 'Tanṭras' for producing mental disturnance or madness in another person
- ସଂ. ବି. (ଉତ୍+ଅଟନ=ଗମନ କିମ୍ବା ଉତ୍=ଉପରକୁ+ଚଟ ଧାତୁ; ଣିଜନ୍ତ ଚଟି ଧାତୁ=ଭେଦ କରିବା+ଭାବ. ଅନ) ଅନ୍ୟ ବ୍ୟକ୍ତିର ମନକୁ ବାଉଳା କରାଇବା — The causing of mental disturbance in another person