ଉଚ୍ଚାଟବାୟା Uchchāṭabāyā

  • ଦେ. ବି. (ସଂ. ଉଚ୍ଚାଟ+ବାୟା=ବାତୁଳ) — ଅନ୍ୟ ବ୍ୟକ୍ତିର ମନ୍ତ୍ରଯନ୍ତ୍ର ବା ଗୁଣିଗାରିଡ଼ି ଦ୍ୱାରା ବାତୁଳ ପ୍ରାୟ ହୋଇଥିବା