ଉଚ୍ଚରିବା Uchcharibā

  • ଦେ. ପଦ୍ୟ କ୍ରି. (ସଂ. ଉତ୍+ଚର ଧାତୁ) — ଉଚ୍ଚାରିତ ହେବା
  • ଦେ. ପଦ୍ୟ କ୍ରି. (ସଂ. ଉତ୍+ଚର ଧାତୁ) — ଯେଉଁଠାରେ ବଚନ ଉଚ୍ଚରିଲା ଦଶ। ସେହିକ୍ଷଣି ସେ ସାପ କଲା ତାକୁ ଦଂଶ। —କୃଷ୍ଣସିଂହ ମହାଭାରତ, ବନ।