ଉଚ୍ଚରିତ Uchcharita

  • ସଂ. ବିଣ. (ଉତ୍+ଚର ଧାତୁ=କହିବା+କର୍ମ. ତ) — ଉଚ୍ଚାରିତ; କଥିତ; କୀର୍ତ୍ତିତ — Uttered; pronounced; spoken; said
  • ସଂ. ବିଣ. (ଉତ୍+ଚର ଧାତୁ=କହିବା+କର୍ମ. ତ) — ଉଲ୍ଲିଖିତ — Aforesaid
  • ସଂ. ବିଣ. (ଉତ୍+ଚର ଧାତୁ=କହିବା+କର୍ମ. ତ) — ନିର୍ଦ୍ଦିଷ୍ଟ — Ascertained