ଉଚ୍ଚଭାଷୀ Uchchabhāshī

  • ସଂ. ବିଣ. ପୁଂ. (ଉଚ୍ଚ+ଭାଷ୍ ଧାତୁ=କହିବା+କର୍ତ୍ତୃ. ଇନ୍. 1 ମା. 1 ବ.) — ଯେ ବଡ଼ ପାଟି କରି କଥା କହେ
  • ସଂ. ବିଣ. ପୁଂ. (ଉଚ୍ଚ+ଭାଷ୍ ଧାତୁ=କହିବା+କର୍ତ୍ତୃ. ଇନ୍. 1 ମା. 1 ବ.) — ଯେ ବେଜାୟ କଥାଭାଷା କରେ — Speaking impertinently