ଉଚ୍ଚବାଚ Uchchabācha

  • ଦେ. ବି. — ଉଚବାଚ (ଦେଖ)
  • ଦେ. ବିଣ — ଉଚ୍ଚସ୍ୱରଯୁକ୍ତ — Of high sound
  • ଦେ. ବିଣ — ନାନା ଉଚ୍ଚବାଚ ମନ୍ତ୍ରକୁ ସେ ପଢ଼ିଲେ। —କୃଷ୍ଣସିଂହ ମହାଭାରତ, ଆଦି।