ଉଚ୍ଚବାଚହେବା Uchchabācha hebā

  • ଦେ. କ୍ରି — ଉଚବାଚ ହେବା (ଦେଖ)
  • ଦେ. କ୍ରି — ଏମନ୍ତେ ଉଚ୍ଚବାଚ ହୋଇ. ମିଳିଲେ ମୋର ପୁରେ ଯାଇ। —ଜଗନ୍ନାଥ ଭାଗବତ 10 ଦ୍ୱାରକା। — ଏମନ୍ତେ ଉଚ୍ଚବାଚ ହୋଇ. ମିଳିଲେ ମୋର ପୁରେ ଯାଇ —ଜଗନ୍ନାଥ ଭାଗବତ10ଦ୍ୱାରକା