ଉଚ୍ଚପଦ Uchchapada

  • ସଂ. ବି (ଉଚ୍ଚ=ଉନ୍ନତ+ପଦ=ସ୍ଥାନ) — ବଡ଼ପାହିଆ ବା ଅଧିକାର — High office or authority
  • ସଂ. ବି (ଉଚ୍ଚ=ଉନ୍ନତ+ପଦ=ସ୍ଥାନ) — ଉନ୍ନତସ୍ଥାନ ବା ପଦବୀ — Exalted position