ଉଚ୍ଚନୀଚ Uchchanīcha

  • ଦେ. ବିଣ. (ବିପରୀତାର୍ଥକ ସହଚର) — ବଡ଼ ଓ ସାନ; ଉନ୍ନତାବନତ — High and low
  • ଦେ. ବିଣ. (ବିପରୀତାର୍ଥକ ସହଚର) — ଅସମତଳ; ବନ୍ଧୁର — Uneven; undulating