ଉଚ୍ଚଣ୍ଡ Uchchaṇḍa
- ସଂ. ବିଣ (ଉତ୍=ଅତିଶୟ+ଚଣ୍ଡ୍ ଧାତୁ=ରାଗ କରିବା+ କର୍ତ୍ତୃ. ଅ) — — 1 । ପ୍ରଚଣ୍ଡ; ଭୟାନକ; ଅତି କୋପନ — 1 ପ୍ରଚଣ୍ଡ; ଭୟାନକ; ଅତି କୋପନ
- ସଂ. ବିଣ (ଉତ୍=ଅତିଶୟ+ଚଣ୍ଡ୍ ଧାତୁ=ରାଗ କରିବା+ କର୍ତ୍ତୃ. ଅ) — ତ୍ୱରାନ୍ୱିତ; ଅବିଳମ୍ବିତ; ତୂର୍ଣ୍ଣ
- ସଂ. ବିଣ (ଉତ୍=ଅତିଶୟ+ଚଣ୍ଡ୍ ଧାତୁ=ରାଗ କରିବା+ କର୍ତ୍ତୃ. ଅ) — ଯେ ଅଡ଼େ — Restive