ଉଚାରିବା Uchāribā

  • ଗ୍ରା. କ୍ରି — ଉଚ୍ଚରିବା (ଦେଖ)
  • ଗ୍ରା. କ୍ରି — ରାମ ସଙ୍ଗେ ଯେତେ ଅନ୍ଧକ ବୃଷ୍ଣି ଛନ୍ତି, ଥାଉ ମାଗିବା, ସେ ଉଚାରି ନ ପାରନ୍ତି —କୃଷ୍ଣସିଂହ, ମହାଭାରତ, ଶଲ୍ୟ।