ଉଗ୍ର Ugra
- ସଂ. ବିଣ. ପୁଂ (ଉଚ୍ ଧାତୁ=ମିଳିତ କରିବା+ସଂଜ୍ଞାର୍ଥେ. କର୍ତ୍ତୃ. ର) — — 1 । କ୍ରୁଦ୍ଧ; କୋପନ; କ୍ରୋଧସ୍ୱଭାବବିଶିଷ୍ଟ — 1 କ୍ରୁଦ୍ଧ; କୋପନ; କ୍ରୋଧସ୍ୱଭାବବିଶିଷ୍ଟ
- ସଂ. ବିଣ. ପୁଂ (ଉଚ୍ ଧାତୁ=ମିଳିତ କରିବା+ସଂଜ୍ଞାର୍ଥେ. କର୍ତ୍ତୃ. ର) — ଉତ୍କଟ; ଭୟାନକ; କର୍କଶ — Terrible; peevish
- ସଂ. ବିଣ. ପୁଂ (ଉଚ୍ ଧାତୁ=ମିଳିତ କରିବା+ସଂଜ୍ଞାର୍ଥେ. କର୍ତ୍ତୃ. ର) — ତୀବ୍ର; ପ୍ରଖର; ପ୍ରଚଣ୍ଡ — Hot; violent; strong; virulent
- ସଂ. ବିଣ. ପୁଂ (ଉଚ୍ ଧାତୁ=ମିଳିତ କରିବା+ସଂଜ୍ଞାର୍ଥେ. କର୍ତ୍ତୃ. ର) — ଚିଡ଼୍ଚିଡି଼ଆ — Surly
- ସଂ. ବିଣ. ପୁଂ (ଉଚ୍ ଧାତୁ=ମିଳିତ କରିବା+ସଂଜ୍ଞାର୍ଥେ. କର୍ତ୍ତୃ. ର) — କ୍ରୂର; ନିଷ୍ଠୁର — Cruel
- ସଂ. ବିଣ. ପୁଂ (ଉଚ୍ ଧାତୁ=ମିଳିତ କରିବା+ସଂଜ୍ଞାର୍ଥେ. କର୍ତ୍ତୃ. ର) — କଟୁ; ରାଗ — Of hot taste; pungent
- ସଂ. ବିଣ. ପୁଂ (ଉଚ୍ ଧାତୁ=ମିଳିତ କରିବା+ସଂଜ୍ଞାର୍ଥେ. କର୍ତ୍ତୃ. ର) — ସଂ. ବି
- ସଂ. ବିଣ. ପୁଂ (ଉଚ୍ ଧାତୁ=ମିଳିତ କରିବା+ସଂଜ୍ଞାର୍ଥେ. କର୍ତ୍ତୃ. ର) — ଶିବ — God Ṡiba
- ସଂ. ବିଣ. ପୁଂ (ଉଚ୍ ଧାତୁ=ମିଳିତ କରିବା+ସଂଜ୍ଞାର୍ଥେ. କର୍ତ୍ତୃ. ର) — ଶିବଙ୍କ ଅଷ୍ଟମୂର୍ତ୍ତି ମଧ୍ୟରୁ ବାୟୁମୂର୍ତ୍ତି — The airy form of Ṡiba
- ସଂ. ବିଣ. ପୁଂ (ଉଚ୍ ଧାତୁ=ମିଳିତ କରିବା+ସଂଜ୍ଞାର୍ଥେ. କର୍ତ୍ତୃ. ର) — (ଶୁଦ୍ରାଣୀ ଗର୍ଭରୁ କ୍ଷତ୍ରିୟ ଔରସ ଜାତ ଜାତିବିଶେଷ) ଆଘିରି (ଦେଖ) — Āghiri (See)
- ସଂ. ବିଣ. ପୁଂ (ଉଚ୍ ଧାତୁ=ମିଳିତ କରିବା+ସଂଜ୍ଞାର୍ଥେ. କର୍ତ୍ତୃ. ର) — ନକ୍ଷତ୍ରଗଣବିଶେଷ; ପୂର୍ବଫାଲ୍ଗୁନୀ, ପୂର୍ବାଷାଢ଼ା, ପୂର୍ବଭାଦ୍ରପଦ, ମଘା ଓ ଭରଣୀର ସମବାୟ — A group of certain asterisms
- ସଂ. ବିଣ. ପୁଂ (ଉଚ୍ ଧାତୁ=ମିଳିତ କରିବା+ସଂଜ୍ଞାର୍ଥେ. କର୍ତ୍ତୃ. ର) — କେରଳଦେଶ — Name of a country in India