ଉଗ୍ରଶ୍ରବାଃ Ugraṡrabāḥ

  • ସଂ. ବି. (ନାମ) (ବହୁବ୍ରୀହି; ଉଗ୍ର=ଉତ୍କୃଷ୍ଟ+ଶ୍ରବଃ= କର୍ଣ୍ଣ, ଶ୍ରୁତିଧର; ଉଗ୍ରଶ୍ରବସ୍ ଶବ୍ଦର 1 ମା. 1 ବ) — — 1 । ସ୍ଥୂତମୁନି; ରୋମହର୍ଷଣ ପୁତ୍ର — 1 ସ୍ଥୂତମୁନି; ରୋମହର୍ଷଣ ପୁତ୍ର
  • ସଂ. ବି. (ନାମ) (ବହୁବ୍ରୀହି; ଉଗ୍ର=ଉତ୍କୃଷ୍ଟ+ଶ୍ରବଃ= କର୍ଣ୍ଣ, ଶ୍ରୁତିଧର; ଉଗ୍ରଶ୍ରବସ୍ ଶବ୍ଦର 1 ମା. 1 ବ) — ଧୃତରାଷ୍ଟ୍ରଙ୍କ ପୁତ୍ରବିଶେଷ — A son of Dhṛutarāshṭra (who had 100 sons)
  • ସଂ. ବିଣ — ତୀକ୍ଷ୍ଣ କର୍ଣ୍ଣବିଶିଷ୍ଟ — Having sharp ears