ଉଗ୍ରମୂର୍ତ୍ତି Ugramūrtti

  • ସଂ. ବିଣ (ବହୁବ୍ରୀହି; ଉଗ୍ର=ବିକଟ+ମୂର୍ତ୍ତି=ରୂପ) — ଯାହାର ସ୍ୱଭାବ ଭୟାନକ — Of frightful nature
  • ସଂ. ବିଣ (ବହୁବ୍ରୀହି; ଉଗ୍ର=ବିକଟ+ମୂର୍ତ୍ତି=ରୂପ) — ଯାହାର ମୂର୍ତ୍ତି ଦେଖିଲେ ଭୟ ହୁଏ; ଭୀଷଣମୂର୍ତ୍ତି — Fierce in visage; of frightful appearance