ଉଗ୍ରବୀର୍ଯ୍ୟ Ugrabīrjya

  • ସଂ. ବିଣ. ପୁଂ (ବହୁବ୍ରୀହି; ଉଗ୍ର=ତୀବ୍ର+ବୀର୍ଯ୍ୟ=ବଳ) — ବିଶେଷ ବଳଶାଳୀ — Of great strength or mettle
  • ସଂ. ବିଣ. ପୁଂ (ବହୁବ୍ରୀହି; ଉଗ୍ର=ତୀବ୍ର+ବୀର୍ଯ୍ୟ=ବଳ) — ତୀବ୍ର; କଟୁ — Very hot