ଉଗ୍ରତା Ugratā

  • ସଂ. ବି. (ଉଗ୍ର+ଭାବ. ତା) — ପ୍ରଚଣ୍ଡତା — Violence
  • ସଂ. ବି. (ଉଗ୍ର+ଭାବ. ତା) — ପ୍ରଖରତା; ତୀବ୍ରତା — Virulence
  • ସଂ. ବି. (ଉଗ୍ର+ଭାବ. ତା) — ରାଗ — Pungency
  • ସଂ. ବି. (ଉଗ୍ର+ଭାବ. ତା) — ଉତ୍କଟତା — Fierceness; ferocity