ଉଗ୍ରତାରା Ugratārā

  • ସଂ. ବି. ସ୍ତ୍ରୀ [ ଉଗ୍ର=ଉତ୍କଟ (ଭୟ)+ତାରା=ଯେ ତ୍ରାଣ କରନ୍ତି; ଯେ ଉତ୍କଟ ଭୟରୁ ତ୍ରାଣ କରନ୍ତି] — ଭଗବତୀଙ୍କର ମୂର୍ତ୍ତିଭେଦ