ଉଗ୍ରଗନ୍ଧ Ugragandha

  • ସଂ. ବିଣ (ବହୁବ୍ରୀହି; ଉଗ୍ର=ତୀବ୍ର+ଗନ୍ଧ) — ତୀବ୍ରଗନ୍ଧ—ବିଶିଷ୍ଟ
  • ସଂ. ବି — ହେଙ୍ଗୁ — Assafœtida
  • ସଂ. ବି — ରଶୁଣ — Garlic
  • ସଂ. ବି — କଟଫଳ; କାଫଡ଼ — Kaṭaphaḻa (See)
  • ସଂ. ବି — ଚମ୍ପକ — A flower
  • ସଂ. ବି — ଅର୍ଜୁନବୃକ୍ଷ — Arjuna tree
  • ସଂ. ବି — ତୀବ୍ର ବା ଉତ୍କଟ ଗନ୍ଧ — Strong smell