ଉଗ୍ରଗନ୍ଧା Ugragandhā

  • ସଂ. ବି (ବହୁବ୍ରୀହି; ଉଗ୍ର+ଗନ୍ଧ+ସ୍ତ୍ରୀ. ଆ) — ବଚ (ଦେଖ) — Bacha (See)
  • ସଂ. ବି (ବହୁବ୍ରୀହି; ଉଗ୍ର+ଗନ୍ଧ+ସ୍ତ୍ରୀ. ଆ) — ଯୁଆଣୀ (ଦେଖ) — J̄uāṇī (See)
  • ସଂ. ବି (ବହୁବ୍ରୀହି; ଉଗ୍ର+ଗନ୍ଧ+ସ୍ତ୍ରୀ. ଆ) — ବଣଯୁଅଣି (ଦେଖ) — Baṇa juāṇī (See)
  • ସଂ. ବି (ବହୁବ୍ରୀହି; ଉଗ୍ର+ଗନ୍ଧ+ସ୍ତ୍ରୀ. ଆ) — ହେଙ୍ଗୁ ଦେଖ — Heṅgu (See)
  • ସଂ. ବି (ବହୁବ୍ରୀହି; ଉଗ୍ର+ଗନ୍ଧ+ସ୍ତ୍ରୀ. ଆ) — ରଶୁଣ — Garlic
  • ସଂ. ବି (ବହୁବ୍ରୀହି; ଉଗ୍ର+ଗନ୍ଧ+ସ୍ତ୍ରୀ. ଆ) — ଚମ୍ପା (ଫୁଲ) (ଦେଖ) — Champā (flower)(See)