ଉଗାରିବା Ugāribā
- ଦେ. କ୍ରି. (ସଂ. ଉଦ୍ଗାର) — ବାନ୍ତି କରିବା — To vomit
- ଦେ. କ୍ରି. (ସଂ. ଉଦ୍ଗାର) — ହାକୁଟି ମାରିବା — To belch
- ଦେ. କ୍ରି. (ସଂ. ଉଦ୍ଗାର) — ବାହାରକୁ ଫୋପାଡ଼ିବା; ଉଦ୍ଗିରଣ କରିବା — To vomit forth; to throw out; to emit
- ଦେ. କ୍ରି. (ସଂ. ଉଦ୍ଗାର) — ଘର୍ଘର ଘୂରଇ ଚକ୍ର ଉଗାରି ଅନଳ —ରାଧାନାଥ।