ଉଖୁଡ଼ିବା Ukhuṟḍ̠ibā

  • ଦେ. କ୍ରି. (ସଂ. ଉତ୍କ୍ଷିପ୍ତ) — (ଠିଆ ହୋଇଥିବା) କୌଣସି ପଦାର୍ଥ ହୁଗୁଳା ହୋଇଯିବା — To become loosened or slackened
  • ଦେ. କ୍ରି. (ସଂ. ଉତ୍କ୍ଷିପ୍ତ) — ଉପୁଡ଼ିବା; ଉପୁଡ଼ିପଡ଼ିବା — To be uprooted; to be freed from the base