ଉଖା Ukhā

  • ସଂ. ବି (ଉଖ ଧାତୁ=ଗମନ କରିବା+ଅ+ସ୍ତ୍ରୀ. ଆ) — ପାକସ୍ଥାଳୀ; ପାକପାତ୍ର; ହାଣ୍ଡି — Cooking pot
  • ସଂ. ବି (ଉଖ ଧାତୁ=ଗମନ କରିବା+ଅ+ସ୍ତ୍ରୀ. ଆ) — କରେଇ — Sauce-pan
  • ସଂ. ବି (ଉଖ ଧାତୁ=ଗମନ କରିବା+ଅ+ସ୍ତ୍ରୀ. ଆ) — ବଟୁଳୀ — A brass cooking pot
  • ଦେ. ବି — ଉହା — Rasp; file