ଉଖାରିବା Ukhāribā

  • ଦେ. କ୍ରି. (ସଂ. ଉତ୍କାର) — ଏଣେ ତେଣେ ଘାଣ୍ଟିବା — To stir up
  • ଦେ. କ୍ରି. (ସଂ. ଉତ୍କାର) — ଉତ୍ତେଜିତ କରିବା — To irritate
  • ଦେ. କ୍ରି. (ସଂ. ଉତ୍କାର) — ବିଗାଡ଼ିବା — To confuse; to throw into confusion
  • ଦେ. କ୍ରି. (ସଂ. ଉତ୍କାର) — ଉଖାଡ଼ିବା (ଦେଖ) — Ukhāṟḍ̠ibā (See)