ଉକ୍ତିପ୍ରତ୍ୟୁକ୍ତି Uktipratyukti

  • ସଂ. ବି. (ଦ୍ୱନ୍ଦ; ଉକ୍ତି+ପ୍ରତ୍ୟୁକ୍ତି) — ଉତ୍ତର ପ୍ରତ୍ୟୁତ୍ତର — Statement and counter-statement
  • ସଂ. ବି. (ଦ୍ୱନ୍ଦ; ଉକ୍ତି+ପ୍ରତ୍ୟୁକ୍ତି) — ପ୍ରଶ୍ନୋତ୍ତର — Question and reply