ଉକେଇବା Ukeibā

  • ଦେ. କ୍ରି — ପିତଳ ବା ତମ୍ବା ଆଦି ଧାତୁନର୍ମିତ ପାତ୍ରରେ ରହିବା ଦ୍ୱାରା କୌଣସି ଖାଦ୍ୟଦ୍ରବ୍ୟ ବିସ୍ୱାଦ ଓ ବିକୃତ ହେବା