ଉକୁତେଇବା Ukuteibā

  • ଗ୍ରା. କ୍ରି — ଛଳବଚନ ପ୍ରୟୋଗ କରିବା — To banter
  • ଗ୍ରା. କ୍ରି — ନିଜ କୃତ ଉପକାରକୁ ଲକ୍ଷ କରି ଛଳାଇବା — To banter a person by alluding to past favour shown to him