ଉକୁତାଉକୁତି ହେବା Ukutāukuti hebā

  • ଗ୍ରା. କ୍ରି — (ପରସ୍ପର) ଛଳବଚନ ଓ ପ୍ରତିବଚନ କୁହାକୁହି ହେବା — To abuse and banter each other
  • ଗ୍ରା. କ୍ରି — ପରସ୍ପର କଥାବାର୍ତ୍ତା କରିବା; ପ୍ରଶ୍ନୋତ୍ତର କରିବା — To be engaged in mutual questioning and reply
  • ଗ୍ରା. କ୍ରି — ସବାଲ ଯବାବ କରିବା — To be engaged in argument