ଉକୁତାଇବା Ukutāibā
- ଗ୍ରା. କ୍ରି. (ସଂ. ଉକ୍ତ; ଉତ୍କଥନ) — ଛଳପୂର୍ବକ କହିବା — To deride by alluding to one's failings; to banter
- ଗ୍ରା. କ୍ରି. (ସଂ. ଉକ୍ତ; ଉତ୍କଥନ) — ନିଜ ପୂର୍ବକୃତ ଉପକାରକୁ ଲକ୍ଷ୍ୟ କରି ଛଳାଇକରି କହିବା — To banter a person by alluding to favours done to him in the past